ଜୟପୁର / କୋରାପୁଟ (ଆମ ଓଡିଶା ଖବର)ତାରିଖ ୨୫/୦୭/୨୦୨୫ କୋରାପୁଟ ଜିଲ୍ଲା ଜୟପୁର ଡେପୁଟି ରେଞ୍ଜର ରାମଚଦ୍ର ନେପାକ ଙ୍କ ଘରେ ଭିଜିଲାନ୍ସ ଟିମ ର ରେଡ ଲ ରେଡ ବେଳେ ବର୍ତ୍ତମାନ ସୁଦ୍ଧା ଦେଢ଼ କୋଟି ନଗଦ ଟଙ୍କା ମିଳିଥିବା ବେଳେ ଅଧା କିଲୋ ସୁନା ସହିତ ୨ କିଲୋ ରୁପା ମିଳି ଥିବା ସୂଚନା ମିଳିଛି ରେଡ ଚାଲିଛି ଆଉ ଆଗକୁ ଅଧିକ ସମ୍ପତି ମିଳିଵା ଅନୁମାନ କରାଯାଉଥିବା ସୂଚନା
କୋରାପୁଟ ଜିଲ୍ଲା ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ