ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ କୁର୍ତ୍ତମଗଡ ଗ୍ରାମ ପଞ୍ଚାୟତ ର ଟୁଲୁଗେଟେ ଠାରୁ 1000 ମିଟର ଦୂରରେ ଥିବା ବୁଲାଣି ଠାରେ ବୋଜୁରୀ ଢାଳେଇଥିବା ଉଠି ଯାଇଅଛି। ଯାହାରି ଫଲରେ ଦୁଇ ଚକିଆ ଯାନ ଠୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ଯାତାୟତ ରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି କେସିଙ୍ଗା ଠାରୁ ବାଲିଗୁଡା ଆସୁଥିବା ଓଡ଼ି ୦୮କେ ୧୪୭୪ ନମ୍ବର ଗାଡି ବଜୁରୀ ପଡିଥିବାରୁ ଭାରସାମ୍ୟ ହରାଇ ବ୍ରିଜି ତଳକୁ ଖସି ପଡ଼ିଥିଲା
।ଅଳ୍ପକେ ବର୍ତିଲେ ଠିକାଦାର ନିତେଶ ଅଗ୍ରୱାଲ ଏବଂ ଡ୍ରାଇଭର ଏନେଇ ଆମେ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କଲୁ ଠିକାଦାର ଦେଲେ ନାହିଁ ଫୋନ ରେକର୍ଡ ରେ ବାବୁ ବର୍ଷା କୁ ନିନ୍ଦା କରି ଛନ୍ତି ବାବୁ ଙ୍କ କହିବା ଅନୁସାରେ ବର୍ଷା ମାସରେ ଉଠିବ ଏହା ଗୋଟିଏଜାଗା ନୁହେଁ ବାଲିଗୁଡ଼ା ଠାରୁ ତୁମୁଡ଼ିବନ୍ଧପର୍ଯ୍ୟନ୍ତ ନିମ୍ମନମାନର କାମ କରି ଛାଡ଼ି ଛନ୍ତି RKD,ଆମ ( ପ୍ରଶ୍ନ )ଯେଉଁ ମାନେ ଦୃଘଟଣା ରେ ସ୍ୱୀକାର ହୋଇଥିବା ବ୍ୟକ୍ତି ଙ୍କର କ୍ଷତିପୂରଣ ବୁଝିବ କିଏ ପ୍ରଶାସନ ନାଁ RKD ଠିକାଦାର । ରିପୋର୍ଟ ଆମର ବିଚାର ଆପଣଙ୍କର
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l