କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କରୁକୁଡୁ ପା ପଞ୍ଚାୟତ ର ସର୍କୀ ମାଝୀ ଙ୍କ ପୁଅ ସକତା ମାଝୀ ବୟସ 32 ଙ୍କ ମୃତ୍ୟୁ କରୁ କୁଡୁପା ଗ୍ରାମ ରେ ଘଟିଛି ଏକ ଦୁଃଖଦ ଘଟଣା ରାତି ସମୟରେ ସକତା ମାଝୀ ସୁଇ ଥିବା ବେଳେ ବିଷଧର କାମୁଡ଼ିବା ଦ୍ୱାରା ଗ୍ରାମ ବାସୀ ତୁମୁଡ଼ିବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଵର୍ତ୍ତି କରିଥିଲେ ତୁମୁଡ଼ି ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆମ୍ବୁ ଲାସ ରେ ଆଣୁ ଥିବା ସମୟରେ ରାସ୍ତା ରେ ମୃତ୍ୟୁ ଘଟି ଥିଲା ଏନେଇ ବାଲିଗୁଡ଼ା ଡାକ୍ତର ମୃତ୍ୟୁ ଘଷଣା କଲା ପରେ ବାଲିଗୁଡ଼ା ପୁଲିସ ଘଟଣା ସ୍ଥଳରେ ଫହଞ୍ଚି ତଦନ୍ତ ଆରମ୍ଭ କରିଛି l
ସାପ କାମୁଡ଼ା ରେ 32ବର୍ଷ ଯୁବକ ମୃତ୍ୟୁ l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।