ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଉପଖଣ୍ଡ ପକ୍ଷରୁ ଦକ୍ଷତା କାର୍ଯ୍ୟରଥ ଅଫିସର ଶ୍ରୀଯୁକ୍ତ ଦେବି ପ୍ରଶାଦ ନାୟକଙ୍କୁ ବିଧାୟ କାଳୀନ ସଭା ବାଲିଗୁଡ଼ା ମା ପାଟ୍ଟଖଣ୍ଡା ସଭା ଗୃହଠାରେ ବାଲିଗୁଡ଼ା ଉପଖଣ୍ଡ ପୋଷ୍ଟାଲ କାର୍ଯ୍ୟରଥ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଦେବି ପ୍ରଶାଦ ନାୟକ ଙ୍କୁ ସଭା ରେ ସ୍ବାଗତ କରି ଥିଲେ ଶ୍ରୀ ନାୟକ ପ୍ରଥମେ ଜଗଥର ନାଥ ପ୍ରଭୁ ଶ୍ରୀ ଜଗରନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜଳନ ସହ ଦେଶ ଭକ୍ତି ସଂଙ୍ଗୀତ ଗାନକରି ମଞ୍ଚଉପରକୁ ଆସନ ଗ୍ରହଣ କରିଥିଲେ ଦେବି ପ୍ରଶାଦ ନାୟକ ସେଣ୍ଟ୍ରାଲ ପୋଷ୍ଟାଲ ଅଫିସର କନ୍ଧମାଳ ଜିଲ୍ଲା ଅଫିସର ଭାବେ କାର୍ଯ୍ୟରଥ ଥିଲେ ତାଙ୍କ କାର୍ଯ୍ୟ ସମୟରେ ଯେକୌଣସି କାର୍ଯ୍ୟ ରଥ କର୍ମଚାରି ଅସୁବିଧାର ସମ୍ମୁଖୀନ ହେଇ ନଥିବା କହିଛନ୍ତି ବାଲିଗୁଡ଼ା ପୋଷ୍ଟ ଅଫିସ କାର୍ଯ୍ୟ ରଥ ଶ୍ରୀ IPO କୃଷ୍ଣଶନ୍ଦ୍ର ସତପଥି, ବାଳ କୃଷ୍ଣ ସାହୁ କହିବା ଅନୁସାରେ କାର୍ଯ୍ୟରଥ କର୍ମ ଚାରୀ ମାନଙ୍କ ଦରମା ହେଉ କିମ୍ବା କାଗଜ ପତ୍ର ଉପରେ କାହାରିକୁ ମଧ୍ୟ ଗାଳି ଗୁଲଜ ନୁହେଁ ସ୍ନେହ ରେ ବୁଝାଇ କାମ ମଧ୍ୟ କରିବାକୁ ଶିଖାଇ ଦେଉଥିଲେ ସେଥିପାଇଁ ଦେବି ପ୍ରଶାଦ ନାୟକ ଜଣେ ଅଫିସ ର ନଥିଲେ ସେ ମନର ମଣିଷ ଥିଲେ ତାଙ୍କ ପରି ଅଫିସ ର ଆଉ ମିଳିବେ ନାହିଁ ଏଣୁ ଆଜି ନାୟକ ସାର ଙ୍କୁ ବିଦାୟ ଦେଉଛୁ l ପ୍ରଭୂ ଶ୍ରୀ ଜଗନ୍ନାଥ ମଙ୍ଗଳ କରନ୍ତୁ ଏହି ସଭାରେ ବାଲିଗୁଡ଼ା ଆଦିବାସୀ ମହା ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ଭିଭୂତି ଭୂଷଣ ଆଚାର୍ଯ୍ୟ ବାଲିଗୁଡ଼ାଉପଖଣ୍ଡ ଡାକ ବିଭାଗୀୟ କୋଟଗଡ଼ , ତୁମୁଡ଼ିବନ୍ଧ, ବାଲିଗୁଡ଼ା, କ ନୂଆଗାଁ, ଦାରିଙ୍ଗିବାଡ଼ି, ବ୍ରାହ୍ମଣିଗାଁ, ରାଇକିଆ, ଜି ଉଦୟଗିରି ପର୍ୟ୍ଯନ୍ତ କର୍ମ ଚାରୀ ଉପସ୍ଥିତ ରହି ବିଦାୟ କାଳୀନ ସଭା ଆୟୋଜିତ କରି ଥିଲେ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l