ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡା (ଆମ ଓଡ଼ିଶା ଖବର )ରାସ୍ତାର ରକ୍ଷଣ ଭେକ୍ଷଣ ରହିଥିବା ପିଚୁ ରାସ୍ତା କୁ ମରାମୋତି ଆରମ୍ଭ କରିବା ପୂର୍ଵରୁ ଗ୍ରାମ ବାସୀଙ୍କ ଅଭିଯୋଗ ରାସ୍ତା ରେ ପ୍ରଥମେ ଅଠା ଢାଳିବା କଥା କିନ୍ତୁ ସେହିପରି ନକରି ସିଧା ସଳକ ପିଚୁ ଢାଳୁଥିବା ନେଇ ଲୋକ ମାନଙ୍କୁ ଅସନ୍ତସ ପ୍ରକାଶ କରୁଛନ୍ତି ଏହା ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଠାରୁ ପୁସାଙ୍ଗିଆ ଭାୟା ଡପାକିଆ ରାସ୍ତା ମରାମତୀ ନିମ୍ନମାନର ପିଚୁ ଢାଳୁଥିବା ଠିକାଦାର ଙ୍କୁ କହି ବାରୁ ନିଜଇଚ୍ଛା ଅନୁସାରେ କାମ କରିବୁ ଆମକୁ ଯାହା ଅନୁମୋତି ମିଳିଛି ସେହିପରି କାମକରିବୁ ତେବେ ପ୍ରଶ୍ନ ଉଠୁଛି ସରକାର ଙ୍କ ଟଙ୍କା ଲୋକ ମାନଙ୍କ ର ନୁହେଁ କି ଲୋକ ମାନଙ୍କ ର ଅଧିକାର ନାହିଁ କି ପ୍ରତିବାଦ କରିବା ପାଇଁ, କାହିଁ କି ଏହିପରି କାମ କରୁଛନ୍ତି ଠିକା ମାଲିକ l
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l