ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡା (ଆମ ଓଡ଼ିଶା ଖବର )ରାସ୍ତାର ରକ୍ଷଣ ଭେକ୍ଷଣ ରହିଥିବା ପିଚୁ ରାସ୍ତା କୁ ମରାମୋତି ଆରମ୍ଭ କରିବା ପୂର୍ଵରୁ ଗ୍ରାମ ବାସୀଙ୍କ ଅଭିଯୋଗ ରାସ୍ତା ରେ ପ୍ରଥମେ ଅଠା ଢାଳିବା କଥା କିନ୍ତୁ ସେହିପରି ନକରି ସିଧା ସଳକ ପିଚୁ ଢାଳୁଥିବା ନେଇ ଲୋକ ମାନଙ୍କୁ ଅସନ୍ତସ ପ୍ରକାଶ କରୁଛନ୍ତି ଏହା ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ଠାରୁ ପୁସାଙ୍ଗିଆ ଭାୟା ଡପାକିଆ ରାସ୍ତା ମରାମତୀ ନିମ୍ନମାନର ପିଚୁ ଢାଳୁଥିବା ଠିକାଦାର ଙ୍କୁ କହି ବାରୁ ନିଜଇଚ୍ଛା ଅନୁସାରେ କାମ କରିବୁ ଆମକୁ ଯାହା ଅନୁମୋତି ମିଳିଛି ସେହିପରି କାମକରିବୁ ତେବେ ପ୍ରଶ୍ନ ଉଠୁଛି ସରକାର ଙ୍କ ଟଙ୍କା ଲୋକ ମାନଙ୍କ ର ନୁହେଁ କି ଲୋକ ମାନଙ୍କ ର ଅଧିକାର ନାହିଁ କି ପ୍ରତିବାଦ କରିବା ପାଇଁ, କାହିଁ କି ଏହିପରି କାମ କରୁଛନ୍ତି ଠିକା ମାଲିକ l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l