
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଲୱେ ଷ୍ଟେସନ ପାଖ ରାମପୁର ଗ୍ରାମ ସ୍କୁଲ ନିକଟବର୍ତ୍ତୀ ରେଳଧାରଣରେ ଏକ ଅଚିନ୍ହା ବ୍ୟକ୍ତି ମୃତଦେହ ପଡିଥିବାର ମାଲଵାହୀ ଟ୍ରେନର ଡ୍ରାଇଭର ଦେଖି ତୁରନ୍ତ ବାଲୁଗାଁ ଷ୍ଟେସନ ମାଷ୍ଟର କୁ ଖବର ଦେଇଥିଲେ ସାଙ୍ଗେ ସାଙ୍ଗେ ଖବର ପାଇ ଜିଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଚିହ୍ନଟ ପାଇଁ ଖୋର୍ଦ୍ଧା ଡିଭିଜନ କୁ ପଠାଇଥିଲେ ମୃତ ବ୍ୟକ୍ତିଜଣକ ବୟସ ଆନୁମାନିକ 30 ରୁ 35 ଜଣାପଡୁଛି ସେ ପିଙ୍କ କଲର ଟିସାର୍ଟ ଓ ବ୍ଲାକ କଲର ହାପ ପ୍ୟାଣ୍ଟ ପିନ୍ଧିଥିବା ସହ ପକେଟରେ ଗୋଟିଏ ଆପାଜୀ ଗାଡିର ଚାବି ବାହାରିଥିବାର ବାଲୁଗାଁ ଜିଆରପି ସୂଚନା ଦେଇଛନ୍ତି!!


More Stories
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି
জনকयायन সমিতির তৃতীয় সাধারণ সভা।