
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଅଞ୍ଚଳରେ ଦେଖା ଦେଇଛି ଜନ ଅସନ୍ତୋଷ, ବାରମ୍ବାର ମନଇଚ୍ଛା ବିଦ୍ୟୁତ କାଟିବା ଯୋଗୁଁ ଗାଁ ଠାରୁ ସହର ସବୁଠି ଅସନ୍ତୋଷ ବଢ଼ିବାରେ ଲାଗିଛି l ଅସହ୍ୟ ଗରମ ତାସହ ଗୁଳୁ ଗୁଳି ଯୋଗୁଁ ଘରେ ହେଉବା ବାହାରେ ରହିବା ଅସମ୍ଭବ ରାତ୍ରି ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟିବା ର କlରଣ କ’ଣ ହୋଇପାରେ ? ବିଦ୍ୟୁତ କାଟି ଅନ୍ୟତ୍ର ସପ୍ଲାଇ କରି ମାଲେ ମାଲ ହେଉନାହାନ୍ତି ତ ବିଭାଗ କର୍ମଚାରୀ ମାନେ, ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଗରମ ସାଙ୍ଗକୁ ଗୁଳୁ ଗୁଳି ହେବା ଯୋଗୁଁ ଛୋଟ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ନାହିଁନଥିବା ହଇରାଣ ହେବାକୁ ପଡୁଛି l ଯାହା ଘରେ ଇଂନଭଟର ଯାହାର ଅଛି ସିଏତ ଚଳିଯିବ l ଯାହାର ନାହିଁ ସେମାନେ କ’ଣ କରିବେ, ସାଧାରଣ ଜନ ଜୀବନ ଯେଉଁ ହନ୍ତସନ୍ତ ହେଉଛନ୍ତି ବିଦ୍ୟୁତ ବିଭାଗ ଅଫିସର ଓ କର୍ମୀ ଯଦି ସେହିଯାଗାରେ ରହିବେ ତା ହେଲେ ଜାଣି ପାରନ୍ତେ, l ଏମାନଙ୍କ ଖାମଖିଆଲ ମନଭାବ ମନ ଇଛା ଅବୈଧ ବିଦ୍ୟୁତ କାଟିବା ଓ ବିନା ସୂଚନା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ରାତ୍ରିରେ କାଟିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ଦେଖିବାକୁ ମିଳିଛି!!

More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।