ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବଡହନ୍ତୁଆଡ଼ ମୁସଲମାନ ସାହିର ମୋହିଦିନ ମିର୍ଜା ଙ୍କ ପ୍ରଥମ ସ୍ତ୍ରୀ ହଉ୍ଵା ବିବିଙ୍କ ଆଜି ସକାଳ 7.30 ସମୟରେ ନିଜ ବାସଭବନରେ ମୂର୍ତ ହେବାର ଜଣାପଡିଛି l ହଉ୍ଵା ବିବିଙ୍କ ପରିବାର ବାଣପୁର ଥାନାରେ ଆମ ଝିଅକୁ ମାରି ରସିରେ ଲଗାଇ ମାରିଦେଇଛନ୍ତି ବୋଲି ଏକ ଲିଖିତ ଅଭିଯୋଗ କରିଥିବାରୁ ବାଣପୁର ପୋଲିସ ଓ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ବାଣପୁର ବଡହନ୍ତୁଆଡ଼ ମୁସଲମାନ ଗ୍ରାମରେ ମହିଳାଙ୍କ ମୃତ l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।