ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ବଡହନ୍ତୁଆଡ଼ ମୁସଲମାନ ସାହିର ମୋହିଦିନ ମିର୍ଜା ଙ୍କ ପ୍ରଥମ ସ୍ତ୍ରୀ ହଉ୍ଵା ବିବିଙ୍କ ଆଜି ସକାଳ 7.30 ସମୟରେ ନିଜ ବାସଭବନରେ ମୂର୍ତ ହେବାର ଜଣାପଡିଛି l ହଉ୍ଵା ବିବିଙ୍କ ପରିବାର ବାଣପୁର ଥାନାରେ ଆମ ଝିଅକୁ ମାରି ରସିରେ ଲଗାଇ ମାରିଦେଇଛନ୍ତି ବୋଲି ଏକ ଲିଖିତ ଅଭିଯୋଗ କରିଥିବାରୁ ବାଣପୁର ପୋଲିସ ଓ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ବାଣପୁର ବଡହନ୍ତୁଆଡ଼ ମୁସଲମାନ ଗ୍ରାମରେ ମହିଳାଙ୍କ ମୃତ l

More Stories
ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ l
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l