ବାଣପୁର, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ନିଳାଦ୍ରୀ ପ୍ରସାଦ ଗ୍ରାମପଞ୍ଚାୟତ। ଏହି ଗ୍ରାମପଞ୍ଚାୟତର ଖୁଣ୍ଟପଲ୍ଲୀ ଆଦିବାସୀ ଗ୍ରାମ। ଏହିଗ୍ରାମର ଯୁବକ ମାନେ ସନ୍ତୋଷ ଜାନୀ, ସୁନିଲ ଜାନୀ ସାଗର ଜାନୀ, ପ୍ରଶାନ୍ତ ଜାନୀ, ଏକତ୍ରୀତ ହୋଇ ଅତ୍ୟାଧୁନିକ ଜ୍ଞାନକୌଶଳରେ କାଠ ଓ ବାଉଁଶ ସାହାଯ୍ୟରେ ବିଭିନ୍ନ ପ୍ରକାରର ସୁସଜ୍ଜିତ ଦୋଳି ତିଆରି କରିଥିବା ଦେଖିବାକୁ ମିଳିଛି। ଏହି ଦୋଳି ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏହି ଦୋଳିରେ ବସି ରଜ ମହୋତ୍ସବର ମଜା ନେଉଛନ୍ତି ଅଂଚଳବାସୀ।
ନିଳାଦ୍ରୀ ପ୍ରସାଦର ଖୁଣ୍ଟପଲ୍ଲୀରେ ନିଆରା ରଜଦୋଳୀ


More Stories
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।
୨୦୦୦ ମସିହା ମହିଳାମ୍ୟାଟ୍ରିକ ବ୍ୟାଚର ସିଲଭର ଯୁବୁଲି ।