ରଜ ଉପଲକ୍ଷେ ବାଲୁଗାଁ ବିଜ୍ଞlପିତ ଅଞ୍ଚଳ ର ସମସ୍ତ ଗରୁଜନ ଓ ଛୋଟ, ବଡ଼ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଧିକ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା l ମା ଭଗବତୀ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରୁଛି ରଜ ରେ ସମସ୍ତେ ଭଲରେ ପାଳନ କରିବା ସହିତ ସମସ୍ତଙ୍କମଙ୍ଗଳ କାମନା ହେଉ ଏବଂ ଚଲା ପଥରେ ପୁଷ୍ପ ବୃଷ୍ଟି କରନ୍ତୁ ଏତିକି ମୋର ଦେବାଦେବୀଙ୍କ ପାଖରେ ପାର୍ଥନା
ଶ୍ରୀମତୀ ସୁକାନ୍ତି ପାଇକରାୟ
ଅଧ୍ୟକ୍ଷା
ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.