( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ବନ୍ୟା ଆଶ୍ରୟସ୍ଥଳୀ ଠାରେ ଜିଲ୍ଲା ସ୍ତରୀୟ ସେବାସମବାୟ ସମିତି ସଭାପତି ଙ୍କ ଜିଲ୍ଲାସ୍ତରୀୟ ସମ୍ମିଳନୀ ସେବାସମବାୟ ସମିତି (ଏସ ସି ଏସ )ସଭାପତି ମାନଙ୍କ ଅନୁଷ୍ଠିତ ହୋଇଯାଇଅଛି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବହିରା ଏସ ସି ଏସ ସଭାପତି ପୟୋଧର ମହାକୁଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ସେବାସମବାୟ ସମିତି ମାନଙ୍କରେ ହେଉଥିବା ବିଭିନ୍ନ ଅସୁବିଧା ଓ ଚାଷୀମାନେ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଥିବା ନେଇ ବିଶେଷ ଆଲୋଚନା ହୋଇ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା, ସଭାପତି ଭାବେ ପୟୋଧର ମହାକୁଳ (ସଭାପତି, ବହିରା ଏସ ସି ଏସ ), ଉପ ସଭାପତି -ଶମ୍ଭୁ ପ୍ରସାଦ ସାହୁ (ସଭାପତି କଣ୍ଟାମାଳ ଏସ ସି ଏସ ), ସାଧାରଣ ସମ୍ପାଦକ -ସତ୍ୟଜିତ ପଣ୍ଡା (ସଭାପତି ବୌଦ୍ଧ ଏସ ସି ଏସ ), ସହ ସମ୍ପାଦକ -ବିନୟ ମେହେର (ସଭାପତି ମଥୁରା ଏସ ସି ଏସ ), କୋଷାଧକ୍ଷ -ସୁମନ୍ତ କୁମାର ମିଶ୍ର (ସଭାପତି, ଶିମିଳିପଦର ଏସ ସି ଏସ ), ବିଭିନ୍ନ ବ୍ଲକ ସଂଯୋଜକ ହରଭଙ୍ଗା -ସଂଜୀବ ପ୍ରଧାନ, ବୌଦ୍ଧ -ତ୍ରିପୁର ମହାକୁଡ଼, କଣ୍ଟାମାଳ -ବିନୋଦ କୁମାର ସାହୁ, ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ମିଶ୍ର(ସଭାପତି, ସମ୍ପୋଚ ଏସ ସି ଏସ ତଥା ଜିଲ୍ଲାପରିଷଦ ସଭ୍ୟ ), ଶିବ ଶଙ୍କର କର୍ଣ୍ଣ (ସଭାପତି ରକ୍ସା ଏସ ସି ଏସ )ଙ୍କୁ ମନୋନୀତ କରାଯାଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଶୈଳନ୍ଦ୍ର କୁମାର ବାରିକ (ଦପଲା ), ଧୀରେନ୍ଦ୍ର କୁମାର ଦାନୀ (ମନମୁଣ୍ଡା ), ପ୍ରଭାସ ଖେତୀ (ବିଳାସ ପୁର ), ପିତାମ୍ବର ସାହୁ (ଲୋକାପଡା ), ସୁରେନ୍ଦ୍ର ପ୍ରଧାନ (ରାମଗଡ଼ ), ବ୍ରଜେଶ କୁମାର ସ୍ୱାଇଁ (ମୁଣ୍ଡାପଡା ), ରାଜକିଶୋର ଦେହୁରୀ (ଖୁଣ୍ଟବନ୍ଧ ), ହିମାଞ୍ଚଳ ରଣା (କୁଳୁତାଯୋର ), ରୋହିତ ପ୍ରଧାନ (ବଘିଆପଡା ), ଲିଙ୍ଗରାଜ ବେହେରା (ବରଗାଁ )ଉପସ୍ଥିତ ଥିଲେ, ଆଗାମୀ ଦିନରେ ବ୍ଲକ କମିଟି ଗଠନ ନେଇ ସ୍ଥିର କରାଗଲା, ଶେଷରେ ଶମ୍ଭୁ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ସେବାସମବାୟ ସମିତି ସଭାପତି ମାନଙ୍କ ଜିଲ୍ଲାସ୍ତରୀୟ ସମ୍ବିଳନୀ l ବୌଦ୍ଧ,


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.