ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ସ୍ଥାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ
ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ
ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷ ତାରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ
ମାନେ ପ୍ରଥମ ବର୍ଷର ନବାଗତ ଛା ତ୍ର
ଛାତ୍ରୀ ମାନଙ୍କ ପାଇଁ ମହାସମାରୋହ
ରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାର
ଆୟୋଜନ ହୋଇଯାଇଛି।ଉକ୍ତ
ସଭାରେ ବରିଷ୍ଠ ଅଧ୍ୟାପକ ସୁଦାମ
ପୃଷ୍ଟି ପ୍ରାରମ୍ଭିକ ଅଭିଭାଷଣ ସହିତ
ଅତିଥି ମାନ ଙ୍କର ପରି ଚୟ ପ୍ରଦାନ
କରିଥିଲେ।ମୁଖ୍ୟ ଅତିଥି ମାଧପୁର
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଟ
ଅଧ୍ୟାପକ ସୁଶାନ୍ତ ମଙ୍ଗରାଜ ଓ
ପୁରୁଣା କଟକ ଡିଗ୍ରୀ କଲେଜର
ଅଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ତାରିନିଆ
ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ
ନୈତିକକର୍ତ୍ତବ୍ୟ ବିଚାର ଧାରା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ଉକ୍ତକାର୍ଯ୍ୟକ୍ରମରେ ଅଧ୍ୟାପକ ମନୋଜ ପ୍ରହରାଜ,ଲଳିତମହାପାତ୍ର ସସ୍ମିତା ହାଁସଦା ଓ ଖେଳଶିକ୍ଷକ କୁଶଧ୍ୱଜ ମହାକୁଡ଼ ଙ୍କ ସହିତ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ।ପରିଶେଷରେ ଛାତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ ସହିତ ସଭାପତି ସଭା ସାଙ୍ଗ କରିଥିଲେ।ଏହି ଉତ୍ସବ ରେ ଛାତ୍ରଛାତ୍ରୀ ମାନଙ୍କତରଫରୁ ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l