ହରଭଙ୍ଗା 11/9/23 ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇ ଯାଇଛି। ଅଭିଯୋଗ ଶିବିର ରେ ଜିଲ୍ଲାପାଲ ନୃସିଂହ ଚରଣ ସ୍ବାଇଁ ଙ୍କ ନିକଟ ରେ ସମୁଦାୟ 142 ଟି ଅଭିଯୋଗ ପତ୍ର ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ 137 ଟି, 5 ଟି ସାମୁହିକ ଅଭିଯୋଗ ହୋଇ ଥିବା ବେଳେ 109 ଟି ଅଭିଯୋଗ ପତ୍ର ର ତତ୍କାଳୀନ ସମଧନ କରାଯାଇ ଥିଲା।31 ଜଣଙ୍କୁ ମୂଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୋଟ ଦୁଇ ଲକ୍ଷ୍ ଚଉଦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ 5 ଜଣ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡ଼ିଓ ସ୍ୱପ୍ନିତା ନାୟକ, ଙ୍କ ସମେତ ଜିଲ୍ଲା ର ବିଭିନ୍ନ ବିଭିଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ହରଭଙ୍ଗା ରେ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଯୁଗ୍ମ ଶୁଣାଣି l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ