ହରଭଙ୍ଗା :08/08.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସହାୟତା ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି ଶିବିରରେ ମନୋରେଗା, ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦସ ଅର୍ଥ କମିଶନ ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିରରେ ବୌଦ୍ଧ PD -ରବିନାରାୟଣ ତ୍ରିପାଠୀ ଙ୍କ ଉପସ୍ଥିତ ରେ ମନୋରେଗା 2023/24ଆର୍ଥିକ ବର୍ଷ ର 22ପଞ୍ଚାୟତ ର 121ପ୍ରକଳ୍ପ ର ଶୁଣାଣି ହୋଇଥିବା ବେଳେ ପଞ୍ଚଦସ ଅର୍ଥ କମିସନ 2023/24. ବର୍ଷ ର 9ଟି ପଞ୍ଚାୟତ ର 42ଗୋଟି ଅଭିଯୋଗ ସେହିପରି ଜାତୀୟ ସାମାଜିକ ସହାୟତା 2023/24ର 7ଗୋଟି ପଞ୍ଚାୟତ ର 47ଗୋଟି ଅଭିଯୋଗ ଶୁଣାଣି କରାଯାଇଥିଲା!ଏହି ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିରରେ ବୌଦ୍ଧ PD ଙ୍କ ସମେତ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ,ବ୍ଲକ ଉପାଧ୍ୟକ୍ଷ-ସରୋଜ ପ୍ରଧାନ, DSA -ପ୍ରବୀର ମେହେର ଓ ମନୋରେଗା ସଂଯୋଜକ -ସତ୍ୟଜିତ ସେନାପତି, ଆସିଷ୍ଟାଣ୍ଟ ଯନ୍ତ୍ରୀ -ମନୋରଞ୍ଜନ ପାତ୍ର ଓ ବ୍ଲକ ସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ!
ହରଭଙ୍ଗା ବ୍ଲକ ରେ ସାମାଜିକ ସହାୟତା ଜନଶୁଣାଣି ଶିବିର…


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.