ନବବର୍ଷ ୨୦୨୪ ର ଶୁଭେଚ୍ଛା ଓ ଅଭିନନ୍ଦନ
ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ସମସ୍ତ ଗୁରୁଜନ ମଉସା ଓ ମାଉସୀ ଓ ବଡ଼ ଭାଇ ଓ ସାନ ଭାଇ ଓ ବଡ଼ ଭଉଣୀ ଓ ସାନ ଭଉଣୀ ସମସ୍ତ ଙ୍କ ପାଇଁ ସୁଖ ଶାନ୍ତି ମୋୖତ୍ରି ଓ ପ୍ରଗତି ର ବର୍ଷ ହେଉ l ଏହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ଭଗବତୀ ଙ୍କ ନିକଟରେ ପ୍ରାର୍ଥନା କରୁଅଛି l
ଶ୍ରୀମତୀ ଶୁକାନ୍ତୀ ପାଇକରାୟ
( ଅଧକ୍ଷା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ )


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।