ଚିଲିକା.ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ତଟ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି ଜି 20 ଜନଭାଗିଦାରୀ କାର୍ଯ୍ୟକ୍ରମ | କାର୍ଯ୍ୟକ୍ରମ ରେ ପ୍ରଚାର୍ଯ୍ୟ ଭାରପ୍ରାପ୍ତ ପ୍ରାଚାର୍ଯ୍ୟ ସୁବ୍ରତ କୁମାର ବଳିୟାରସିଂ ସମେତ ବିଦ୍ୟାର୍ଥୀ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଗ୍ରହଣ କରିଥିଲେ |
ଭାରତ ସରକାର ଙ୍କ ଶିକ୍ଷମନ୍ତ୍ରାଳୟ ଦ୍ଵାରା ପ୍ରାଣିତ ଶିକ୍ଷା ନୀତି ସମ୍ପର୍କ ରେ ଉଭୟ ବିଦ୍ୟାର୍ଥୀ ଓ ଅଭିଭାବକ ଙ୍କୁ ସଚେତନ ସହ ସତର୍କ କରାଇବା ମୁଖ୍ୟ ଉଦେଶ୍ୟ ଥିଲା |
ଏହି କାର୍ଯ୍ୟକ୍ରମ ଜୁନ 15 ପର୍ଯନ୍ତ ଚାଲୁ ରହିବ

|ଏହି କାର୍ଯ୍ୟକ୍ରମ ରେ ବିଦ୍ୟାର୍ଥୀ ଙ୍କ ଦ୍ଵାରା ଭାରତ ସଂସ୍କୃତି ଉପରେ ନୁର୍ତ୍ୟ, ସଂଗୀତ ପରିବେଷଣ ପୋଷ୍ଟର ତିଆରି ଇତିଆଦି ଏବଂ କବିତା ପାଠ କରାଯାଇଥିଲା |
ବିଦ୍ୟାଳୟ ଇଂରାଜୀ ଶିକ୍ଷିକା ସାରିକା ଏସ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭିଭାବକ ଏଥିରେ ସହଯୋଗ କରିଥିଲେ |
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।