ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ‘ ଭଗବତୀ ଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି, ରଜ ପର୍ବକୁ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଅଞ୍ଚଳ ବାସୀ ଉତ୍ସାହ ଓ ଉଦ୍ଦୀପନାର ସହ ଖୁସିବାସିରେ ପାଳନ କରନ୍ତୁ। ଏହି ରଜପର୍ବ ଅବସରରେ ମୁଁ ଗୁରୁଜନ ଓ ମା ଭଉଣୀ ମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଶୁଭକାମନା ଜଣାଉଛି।
ମିଟୁ ନାୟକ.ଅଧ୍ୟକ୍ଷ
ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ
ମିଟୁ ନାୟକ.
ଅଧ୍ୟକ୍ଷ
ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.