ଆଜି ତା :21.10.23 ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ କାଳିଜାଇ ସ୍ପୋଟିଂ କ୍ଲବ ଫୁଟବଲ ଟୁର୍ନାମେଣ୍ଟ (ନଈରୀ ) ତରଫରୁ ଆୟୋଜନ କରାଯାଇଥିବା ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ପ୍ରଧାନ,ଓ ଚିଲିକା ବ୍ଲକ ପୂର୍ବତନ ଉପାଧକ୍ଷ୍ୟ ଶ୍ରୀ ଉତ୍ପଳ ପାଇକରାୟ ଯୋଗ ଦେଇ ବିଜେତା cisf ନଈରୀ ଟିମ କୁ ପୁରସ୍କାର ବିତରଣ କରିଥିଲେ l
ନଈରୀ ରେ କାଳିଜାଇ ସ୍ପୋଟିଂ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ l


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।