ଆଜି ତା :21.10.23 ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ କାଳିଜାଇ ସ୍ପୋଟିଂ କ୍ଲବ ଫୁଟବଲ ଟୁର୍ନାମେଣ୍ଟ (ନଈରୀ ) ତରଫରୁ ଆୟୋଜନ କରାଯାଇଥିବା ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ପ୍ରଧାନ,ଓ ଚିଲିକା ବ୍ଲକ ପୂର୍ବତନ ଉପାଧକ୍ଷ୍ୟ ଶ୍ରୀ ଉତ୍ପଳ ପାଇକରାୟ ଯୋଗ ଦେଇ ବିଜେତା cisf ନଈରୀ ଟିମ କୁ ପୁରସ୍କାର ବିତରଣ କରିଥିଲେ l
ନଈରୀ ରେ କାଳିଜାଇ ସ୍ପୋଟିଂ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.