ଖୋର୍ଦ୍ଧା :ରବି ନାରାୟଣ ସାହୁ
ଖୋର୍ଦ୍ଧା ସହରରେ ଦଶହରା ବହୁ ଧୁମ ଧାମ ରେ ପାଳନ କରାଯାଉଛି ସାଜ ଶଯ୍ୟା ସାଙ୍ଗକୁ ନୂଆ ନୂଆ ଆଲୋକର ସାଜ ଶଯ୍ୟା ବେଶ ସଭୋ ନିୟ ମୁଖ୍ୟ ଆକ୍ରସନ ନୁପୁର ଅନୁଷ୍ଠାନ ବଲିଉଡ କଳାକାର ଓ ଲଟେରୀ ଉଠାଣ କାର୍ଯକର୍ମ ହେଉଛି ଏବଂ ଖୋର୍ଦ୍ଧା ସହର ରେ ଦଶ ଗୋଟି ମେଢ଼ ବସିଛନ୍ତି ଖୋର୍ଦ୍ଧା କ୍ଳବ ଆଜକୁ ଶହେ ବର୍ଷ ରେ ପହଂଚିଛି ପୋଲିସ ପ୍ରଶାସନ କଡା କଡୀ ଭାବରେ ଟ୍ରାଫିକ ଵେବସ୍ତା ଓ ସବୁ ପେଣ୍ଡାଲ ଆଗରେ ପୋଲିସ ମୂର୍ତନୟନ କରାଯାଇଛି l


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l