ରିପୋର୍ଟ :ରଞ୍ଜନ କୁମାର ରାଉତ

ଆସିକା (ଆମ ଓଡ଼ିଶା ଖବର )୨୮/୧୨/୨୦୨୪ଗଞାମ ଜିଲ୍ଲା ଆସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମୁଖ୍ୟ ଅତିଥି ବିଦ୍ୟା ଭାରତୀୟ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ, ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଆନନ୍ଦ ରାଓ ପାର୍ଦ୍ଧୀ, ଶିକ୍ଷା ବିକାଶ ସମିତି, ଓଡିଶାର ସଂଗଠନ ମନ୍ତ୍ରୀ ତାରକ ଦାଶ ସରକାର, ଦକ୍ଷିଣ ପୂର୍ବ ସମ୍ଭାଗ

ସଂପାଦକ ଦୀପକ କୁମାର ମହାରଣା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଦାଶ,ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠି,ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକଙ୍କ,ପଦ୍ମନାଭ ସାମଲ ,କିରଣ କୁମାର ପାଢୀ ଯୋଗଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ସେନାପତି, ସଂପାଦକ ପ୍ରସନ୍ନ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ପି.ନାଗେଶ୍ଵର ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାରୀ ପ୍ରଭୃତି ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ସମ୍ଭାଗର ୭୨ ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଯୋଗଦେଇଥିଲେ।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.