ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝରଜିଲ୍ଲା (ଆମ ଓଡିଶା ଖବର) ତେଲକୋଇ ର ବିଦ୍ୟୁତ ବିଭାଗ TPNODL ଦ୍ଵାରା ଜଗମୋହନ ପୁର ଠାରେ” ଅନୁଭବ କେନ୍ଦ୍ର “ନୂତନ ଗୃହ ଉଦଘାଟନ ହୋଇଯାଇଛି l ସେଥରେ ମୁଖ୍ୟଅତିଥି ଭାବେ ବିଦ୍ୟୁତ ବିଭାଗ ର AC ରଶ୍ମୀକାନ୍ତ ବେହେରା, ସନମାନୀୟ ଅତିଥିଭାବେ ଜଗମୋହନ ପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,JE ଗୋବିନ୍ଦ ଚଦ୍ର ଦାସ ଓ ମୀନକେତନ ସାମଲ ଉପସ୍ଥିତ ଥିଲେ l ଅନୁଭବ କେନ୍ଦ୍ର ଦ୍ଵାରା ବିଦ୍ୟୁତ ଗ୍ରାହକ ମନେ ଅତିନିକଟର ବା ସହଜରେ ନୂତନ ବିଦ୍ୟୁତ ସେବା ଯୋଗାଣ, ମିଟର ପରିବର୍ତ୍ତନ, ପୁନଶ୍ଚ ବିଦ୍ୟୁତ ବିଲ ପ୍ରାପ୍ତ, ତ୍ରୁଟିପୂର୍ଣ୍ଣ ବିଲ ର ସୁଧାର,ବିଲ ଦେୟ ସଂଗ୍ରହ, ମାଇ ଟାଟା ପାୱାର ଆପ ର ପ୍ରସାର, ଓ ଅନ୍ୟାନ୍ୟ ଡିଜିଟାଲ ର ଦେୟ ପୈଠ ମାଧ୍ୟମରପ୍ରସାର, ର ଉଦ୍ୟେଶରେ ଆଲୋକ ପାତ କରିଥିଲେ l



More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.