କପିଳେଶ୍ଵରସିଂହଙ୍କରିପୋର୍ଟ
ନିରାକାରପୁର, ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ହରିବନ୍ଧୁ ପାଇକରାୟ 100 ବର୍ଷ ଜନ୍ମ ଦିବସ ମହାଡ଼ମ୍ବରରେ ପାଦୁକାଇ ମନ୍ଦିରରେ ପାଳିତ ହେଇଥିଲା! ହରିବନ୍ଧୁ ପାଇକରାୟ ଜଣେ ମେଳାପୀ ଓ ପରଉପକାରୀ ମଣିଷ! ଆଜି ବନ୍ଧୁ ପାରିବରବର୍ଗଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନଟି କଟିଥିଲା!
More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l