ରିପୋର୍ଟର :ଜଗନାଥ ମହନ୍ତ
ଆଜି ତା ୧୪/୭/୨୩ ରିଖ ମାନନୀୟ ଜନଜାତି ଆୟୋଗ କମିଶନର ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ତେଲକୋଇ ବ୍ଲକ ପଡାଙ୍ଗ ପଞ୍ଚାୟତ ଠାରେ ଉପସ୍ଥିତ ରହି ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ କରିଥିଲେ l ଜନ ଶୁଣାଣିରେ ଆଖ ପାଖ ଗ୍ରାମରୁ 500 ପାଞ୍ଚସହ ରୁ ଉର୍ଦ୍ଧ ଅଭିଯୋଗକାରୀ ଏଠାକୁ ଆସି ନିଜ ନିଜର ଅଭିଯୋଗ ଶୁଣାଇଥିଲେ l କିଛି ଲୋକଙ୍କ ଆବାସ ଘରଟିଏ ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଘରଟିଏ ମିଳୁନାହିଁ ଆଉ କିଛି ଲୋକଙ୍କ ରାସନ କାର୍ଡ ପାଇଁ ଅଫିସ କୁ ଦୌଡ଼ି ଦୌଡ଼ି ପାଦରୁ ଚପଲ ସରିଗଲାଣି ଦେଖାଯାଉ ଗରିବଙ୍କ ଦୁଃଖ କେବେ ଶୁଣିବେ ବାବୁମାନେ l



More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ