ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବିର୍ସା ମୁଣ୍ଡା ଆଦିବାସୀ ମହlସଂଘ ଆନୁକୂଲ୍ୟରେ ଚାରିଛକ ଠାରେ 29ତମ ବିଶ୍ୱ ଆଦିବାସୀ ଦିବସ ବିର୍ସାମୁଣ୍ଡା ମହାସଂଘର ସଭାପତି ଶ୍ରୀ କନେଷ୍ଟ ମାଲିକଙ୍କ ସଭାପତିତ୍ବ ରେ ପାଳନ କରାଯାଇଥିଲା l ଉକ୍ତ ଉଚ୍ଚବରେ ସ୍ଥାନୀୟ ସରପଞ୍ଚ ତଥା ଯୁବନେତା ଏବଂ ସଂଗଠକ ଶ୍ରୀଯୁକ୍ତ ଶ୍ରୀବନ୍ତ ମେହେର ସନ୍ନମାନୀତ ଅତିଥି ଭାବେ, ବୌଦ୍ଧ ଜିଲ୍ଲା କିସ କୋର୍ଡିନେଟର ଲଷ୍ମୀଧର ବେହେରl ମୁଖ୍ୟ ଅତିଥି ଏବଂ ବିର୍ସାମୁଣ୍ଡା ଆଦିବାସୀ (କନ୍ଧ )ମହାସଂଘର ବରିଷ୍ଟ କର୍ମ କର୍ତ୍ତା ଶ୍ରୀଯୁକ୍ତ ସୁଶୀଲ କୁମାର ଦେହୁରୀ ଏବଂ ମଞ୍ଚ ପରିଚାଳନା ଓ ରାଲିର ବନ୍ଦୋବସ୍ତ ଶ୍ରୀ ଯୁକ୍ତ କର୍ଣ୍ଣ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ,କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ଜନକ ପାତ୍ର ସୁଚାରୁ ରୂପେ ପରିଚାଳନା କରିବା ସହିତ ଆଦିବାସୀସଂଘ 11ଶଖା ର ସଭାପତି ସମ୍ପାଦକ ଓ ସଭ୍ୟ ସଭ୍ୟା ତଥା ମାନ୍ୟ ଗଣ୍ୟ ବ୍ୟକ୍ତି ପିତାମ୍ବରପୁର ସମିତିସଭ୍ୟ ଶ୍ରୀଯୁକ୍ତ ଭକ୍ତବନ୍ଧୁ ଯାନୀ ଉପସ୍ଥିତ ଥିଲେ l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।