(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ କୁର୍ଥମଗଡ଼ ପଞ୍ଚାୟତ ରେ ଦିନ ଦୁଇ ଘଣ୍ଟା ସମୟରେ ଆସୁଛନ୍ତି କାର୍ଯ୍ୟରଥ କର୍ମ ଚାରୀ ସରକାର ଜଗାଉ ଥିବା ବିଧବା ବିକଳାଙ୍ଗ ବାର୍ଦ୍ଧକୟ ଭତା ପାଇଁ ଲୋକ ମାନେ ସକାଳୁ 9ଘଣ୍ଟା ସମୟରେ ଆସି ଜଗୁଛନ୍ତି ହେଲେ sir ମାନେ ଖାଇ ପିଇ ମସ୍ତ ରେ ଦିନ ଦୁଇଟା ରେ ଆସୁଛନ୍ତି l ବୃଦ୍ଧା ବୃଧ ବାପା ମାଂ ଭୋକ ଉପାସରେ ଦିନ ଦୁଇଟା ପର୍ଯ୍ୟନ୍ତ କୁର୍ତ୍ତମଗଡ ଗ୍ରାମ ପଞ୍ଚାୟତ ରେ ଦୀର୍ଘ 4ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରୀ ଥିବା କହିଛନ୍ତି ହିତାଧିକାରୀ l କିଛି ଗଣ ପ୍ରତିନିଧି ପଞ୍ଚାୟତ ଅଫିସ ରେ ଥିବା ଜାଣି ତୁରନ୍ତ ଦିନ ଦୁଇଟା ରେ ଭତ୍ତା ବଣ୍ଟନ କାରୀ l ପହ ଞ୍ଚି ଭତ୍ତା ଦେଇ ଛନ୍ତି କାହିଁକି ବିଳମ୍ବ କରୁଛନ୍ତି ପଚାରି ବାରୁ ବର୍ଷା ହେଉଛି ବୋଲି କହିଛନ୍ତି l


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।