ପୁରୀ (ଆମ ଓଡ଼ିଶା ଖବର )ପୁରୀ ଟାଉନ୍ ଥାନା ଦ୍ୱାରା ଆଠ ଜଣଙ୍କୁ ଗିରଫ କରାଯାଇଛି, ରଥଯାତ୍ରା ରେ ଭକ୍ତଙ୍କ ଭାରି ଭିଡର ସୁଯୋଗ ନେଇ ଭକ୍ତଙ୍କଠାରୁ ପକେଟମାର କରୁଥିବା ଆଠଜଣକୁ କାବୁକଲା ପୋଲିସ, ସେମାନଙ୍କ ନିକଟରୁ ୩୯ ଟି ଚୋରି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ଯେଉଁ ଭକ୍ତ ମାନଙ୍କର ପକେଟମାର ହୋଇ ମୋବାଇଲ ଚୋରି ହୋଇଛି ସେମାନେ ଟାଉନ୍ ଥାନାରେ ନିଜର ଓ ଚୋରି ହୋଇଥିବା ମୋବାଇଲ ର ପ୍ରାମାଣିକ କାଗଜପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲ୍ ନେବାପାଇଁ ଟାଉନ ଥାନା ଅଧିକାରୀ ସୁନୀଲ ପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି |
ପୁରୀ ରଥଯାତ୍ରା ରେ ଆଠଜଣ ପକେଟମାର ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ l

More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l