ଗଞ୍ଜାମ (ଆମ ଓଡ଼ିଶା ଖବର ) ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଇନ୍ କମ୍ ଟେକ୍ସ( incometax) ଅଫିସ୍ ସମ୍ମୁଖରେ ଆମ୍ବପୁଆ ଅଞ୍ଚଳର ଭି.ପଦ୍ମାବତୀ ନାମକ ଜଣେ ମହିଳା ମର୍ଣିଂ ୱାକରେ ଯାଉଥିବା ବେଳେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଦେଖାଇ ଉକ୍ତ ମହିଳାଙ୍କ ସୁନାଚେନ ଲୁଟିନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ । ଖବର ପାଇ ଘଟଣା ସ୍ଥଳରେ ଗୋପାଳପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
ରିପୋର୍ଟର :ଆଦିତ୍ୟ ସାହୁ


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l