ପୁରୀ (ଆମ ଓଡ଼ିଶା ଖବର )ପୁରୀ ଟାଉନ୍ ଥାନା ଦ୍ୱାରା ଆଠ ଜଣଙ୍କୁ ଗିରଫ କରାଯାଇଛି, ରଥଯାତ୍ରା ରେ ଭକ୍ତଙ୍କ ଭାରି ଭିଡର ସୁଯୋଗ ନେଇ ଭକ୍ତଙ୍କଠାରୁ ପକେଟମାର କରୁଥିବା ଆଠଜଣକୁ କାବୁକଲା ପୋଲିସ, ସେମାନଙ୍କ ନିକଟରୁ ୩୯ ଟି ଚୋରି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ଯେଉଁ ଭକ୍ତ ମାନଙ୍କର ପକେଟମାର ହୋଇ ମୋବାଇଲ ଚୋରି ହୋଇଛି ସେମାନେ ଟାଉନ୍ ଥାନାରେ ନିଜର ଓ ଚୋରି ହୋଇଥିବା ମୋବାଇଲ ର ପ୍ରାମାଣିକ କାଗଜପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲ୍ ନେବାପାଇଁ ଟାଉନ ଥାନା ଅଧିକାରୀ ସୁନୀଲ ପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି |
ପୁରୀ ରଥଯାତ୍ରା ରେ ଆଠଜଣ ପକେଟମାର ଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.