ବ୍ୟୁରୋ ରିପୋର୍ଟ
ପୁରୀ :ପୁରୀ ଟାଉନ ଥାନା ବାଲିସାହିର ଜଣେ ଗୋପାଳ ବେଜ ବୟସ (56) ଯିଏ ଅବିବାହିତ ଥିଲେ ଏବଂ ଉତ୍ତ୍ଵର ଦ୍ୱାର ପାଖରେ କଦଳୀ ପତ୍ର ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ, DHH ପୁରୀରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ପରିବାର ଙ୍କ ଠାରୁ ଦୀର୍ଗ 30 ବର୍ଷ ହେବ ଅଲଗା ଥିବାରୁ ତାଙ୍କ ଶବଦାହ ପାଇଁ ତାଙ୍କ ପରିବାର ସଦସ୍ୟ କୌଣସି ସହଯୋଗ ନକରିବାରୁ ଆଜି ଶେଷରେ ପୁରୀ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ 3 ଜଣ ଭଦ୍ର ବ୍ୟକ୍ତିଙ୍କ ସହଯୋଗରେ ସ୍ୱର୍ଗଦ୍ୱାର ପୁରୀରେ ଶବଦାହର ବ୍ୟବସ୍ଥା କରିଛନ୍ତି, ଟାଉନ ଥାନା ଅଧିକାରୀଙ୍କ ଏହିଭଳି ମହାନତା ଯୋଗୁ ପୁରୀ ଆଞ୍ଚଳ ବାସି ପ୍ରଶଂସା କରିଛନ୍ତି l


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।