ଭୁବନେଶ୍ୱର: “ଆମ ଓଡ଼ିଶା ଖବର” ବିଶେଷ ସୂତ୍ରରୁ ବିଧାନସଭା ପ୍ରଶ୍ନ ଉତର। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ ଏକ ନମ୍ବର। ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା, କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି, ବୌଦ୍ଧ, ଢେଙ୍କାନାଳରୁ ଅପମିଶ୍ରିତ ହର୍ଲିକ୍ସ ଜବତ ହୋଇଛି। ଜଗତସିଂପୁର ଓ ମୟୂରଭଞ୍ଜରୁ ମଧ୍ଯ ହର୍ଲିକ୍ସ ଜବତ ହୋଇସାରିଛି। ଅପମିଶ୍ରିତ ହର୍ଲିରେ ହେଉଥିବା ପଦାର୍ଥ, ଛେନା, ଦହି, କ୍ଷୀରରେ ହେଉଛି ଅପମିଶ୍ରଣ ହେଉଥିବା ବେଳେ, ଲିଷ୍ଟରେ ଆସିଛି ବ୍ରେଡ୍, ମସଲା, ଛତୁଆ, ସସ୍, ସୋୟାବିନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ୍, ମଇଦା ପ୍ରବୃତ୍ତି ଅପମିଶ୍ରଣ କରାଯାଉଛି। ସାବଧାନ ହର୍ଲିକ୍ସ ଖାଉଥିଲେ ଏବେଠାରୁ ସାବଧାନ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ