ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା : ମିଳିତ ଟ୍ରେଡ୍ ୟୁନିୟନ କନଭେନସନ ରେ ଆଇ ଏନ୍ ଟି ୟୁ ସି ନେତା ନିହାର ଦାସ,ଏଚ ଏମ୍ ଏସ ନେତା ପ୍ରମୋଦ ଦାସ,ସି ଆଇ ଟି ୟୁ ନେତା ବସନ୍ତ ନାୟକ,ଏ ଆଇ ଟି ୟୁ ସି ନେତା ରମେଶ ସେଠୀ,ୟୁ ଟି ୟୁ ସି ନେତା ସତ୍ୟପ୍ରିୟ ମହାନ୍ତି,ସିୟର ନେତା ହେମନ୍ତ ବେହୁରିଆ,ଜି ଏମ୍ ଏମ୍ ନେତା ଗୋପାଳ ଦାସ ଙ୍କ ମିଳିତ ସଭାପତିତ୍ବରେ ଅନୁଷ୍ଠିତ କନଭେନସନ ରେ ଆଇ ଏନ୍ ଟି ୟୁ ସି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା,ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି,ଏଚ ଏମ୍ ଏସ କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ,ଏ ଆଇ ଟି ୟୁ ସି ଜିଲ୍ଲା ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ,ୟୁ ଟି ୟୁ ସି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ ନାୟକ,
ବୀମା କର୍ମଚାରୀ ସଂଘ ଆବାହକ ଭାଗିରଥି ଟୁଡୁ,ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି,ଆଇ ଏନ୍ ଟି ୟୁ ସି ନେତା ଅକ୍ଷୟ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଅଗଷ୍ଟ ୯ ଭାରତ ଛାଡ଼ ଆନ୍ଦୋଳନର ସ୍ମାରକୀ ଦିବସ ରେ ଦେଶ ତମାମ ବୃହତ୍ତର ଶ୍ରମିକ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଆଜିର କନଭେନସନ ଆହ୍ୱାନ କରିଥିଲେ। ଅକ୍ଷୟ ନାୟକ, ସାଧାରଣ ସମ୍ପାଦକ, ରାଉରକେଲା ମଜଦୂର ସଭା ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ
ନିହାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ l
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।