ରାୟଗଡା:ଦୁଇ ଦିନିଆଁ ଗସ୍ତରେ ଆସି ITRDO foundation ର chairperson ବିନୋଦିନୀ ମହାପାତ୍ର ମୁନିଗୁଡା ରେ ପହଞ୍ଚିଥିଲେ.ଉକ୍ତ ସମାବେଶରେ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁକାର, ମଣ୍ଡଳ ସଭାପତି ବାପି ସାହୁକାର ଇତ୍ୟାଦି ଉପସ୍ଥିତ ଥିଲେ, ଉକ୍ତ ସମାବେଶରେ ସମାଜର ସବୁ ବର୍ଗର ବ୍ୟକ୍ତି ଯୋଗ ଦେଇଥିଲେ. ଶିକ୍ଷ୍ୟା, ସ୍ୱାସ୍ଥ୍ୟ, କୃଷି ଓ ମହିଳା ସଶକ୍ତି କରଣ ର ବିଭିନ୍ନ ଦିଗ ଉପରେ ଉକ୍ତ ସମାବେଶରେ ଆଲୋଚନା ହୋଇଥିଲା.ଉର୍ନତମାନର କୃଷି ପ୍ରଣାଳୀ ଉପରେ ମଧ୍ୟ ଆଲୋକପାତ କରିଥିଲେ
ଦୁଇ ଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ ରେ ITRDO ଅଧକ୍ଷ୍ଯା ବିନୋଦିନୀ ମହାପାତ୍ର


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ