ରିପୋର୍ଟ -ଯଯାତି କେଶୋରୀ ବିଶ୍ୱାଳ
ସୁନ୍ଦରଗଡ଼,ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବେହେରାଡିହି ଗ୍ରାମପଞ୍ଚାୟତ ଦାଣ୍ଡପାନି ଗ୍ରାମରେ ଏକ ନଳକୂପ ଦୀର୍ଘ ୭ ମାସ ହେବ ଅଚଳ ହୋଇ ଯାଇଛି ! ଫଳରେ ଗ୍ରାମବାସୀଙ୍କୁ ବହୁ ହଟହଟା ହେବାକୁ ପଡୁଛି ! ଏହାର ପ୍ରତିକାର ପାଇଁ ବିଭାଗୀୟ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ! ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ନଳକୂପ ସ୍ଥାପନ କରାଯାଇଥିବା ବେଳେ ଏହା ଅଚଳ ହୋଇପଡିଛି ! ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବୀ କରିବା ସତ୍ତ୍ୱେ କେହି ଶୁଣୁନଥିବା ଜଣାପଡୁଛି ! ଏ ନେଇ ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯିବ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି !


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.