ଖୋର୍ଦ୍ଧା(ଆମ ଓଡ଼ିଶା ଖବର )ଜିଲ୍ଲାର ଟାଙ୍ଗୀ , ଚଣ୍ଡେଶ୍ୱର ଓ ବାଲୁଗାଁ ମାର୍କେଟ ରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିଥିଲେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଦେବାଶିଷ ବଳ । ସ୍ୱାଦିଷ୍ଟ ଖାଦ୍ୟ ବଦଳରେ ଅଖାଦ୍ୟ ପ୍ରସ୍ତୁତ କରାଯାଉଛି ଓ ସେ-ସବୁକୁ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଦିଆଯାଇ ଦୋକାନ ମାଲିକ ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗ ପରେ ଟାଙ୍ଗୀ-ବାଲୁଗାଁ ର ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 2 ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ଏବଂ ଏକାଧିକ ଦୋକାନୀଙ୍କ ଠାରୁ ହଜାର ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଟାଙ୍ଗୀ-ବାଲୁଗାଁ ର ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ସୂଚନା ଦେଇଛନ୍ତି ।
ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , 2 ଜଣଙ୍କ ଲାଇସେନ୍ସ ରଦ୍ଦ l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।