ରିପୋର୍ଟ : କପଳେଶ୍ୱର ସିଂହ
ଟାଙ୍ଗୀ ନିକଟସ୍ଥ ତାରିମୀ ଗାଁରେ ଘଟିଛି ଏହି ଅଘଟଣ । ଆହତ ମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ରିକେଟ ଖେଳିବା ପାଇଁ ଏକଜୁଟ ହୋଇଥିଲେ ଗାଁର ଯୁବଗୋଷ୍ଠୀ । ହଠାତ୍ ମାଡି ଆସିଲା କଳା ହାଣ୍ଡିଆ ମେଘ । ଜୋରରେ ପବନ ବହିବା ସହିତ ବଜ୍ରାଘାତ ହୋଇଥିଲା । ସେହି ବଜ୍ରାଘାତ ରେ ଗାଁର ୫ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି ।
More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।