ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ରେ ଆୟୋଜିତ ହୋଇଥିବା ଜାତୀୟ ହସ୍ତତନ୍ତ ମେଳା କୁ ମାନ୍ୟବର ପାନୀୟ ଜଳ, ପଂଚାୟତ ରାଜ, ଜଙ୍ଗଲ ଓ ପର୍ଯ୍ୟାବରଣ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ ବୁଲି ଦେଖିଛନ୍ତି l ମନ୍ତ୍ରୀ ଙ୍କ ସହ ବୟନିକା ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର ଉପସ୍ଥିତ ଥିଲେ l ଏହି ଅବସରରେ ବୟନିକା ସଭାପତି ଶ୍ରୀଯୁକ୍ତ ମେହେର ମାନ୍ୟବର ମନ୍ତ୍ରୀ ଙ୍କୁ ଉତ୍ତରୀୟ ଦେବା ସହ ଓଡିଶା ର ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଓ ବରଗଡ଼ ର ଷ୍ଟଲ ଗୁଡିକୁ ଦେଖାଇଥିଲେ l ଏହି ଜାତୀୟ ହସ୍ତତନ୍ତ ମେଳାକୁ 16 ଟି ରାଜ୍ୟ ର ହସ୍ତତନ୍ତ ସାମଗ୍ରୀ ଆସିଥିଲା l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ