(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମ ପଞ୍ଚାୟତ ବୁଡାକାମ୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ ବିଦ୍ୟାଳୟ ରେ ରୋଷେଇ ଗୃହ ନଥିବାରୁ ସ୍କୁଲ ପିଣ୍ଡା ରେ ରୋଷାଇ କରୁଛନ୍ତି ଧୁଆଁ ରେ ସ୍କୁଲ ଘର ଵର୍ତ୍ତି ଛାତ୍ର ଛାତ୍ରୀ ଶିକ୍ଷକ ରହିପାରୁ ନାହାନ୍ତି ଆଖିରେ ପାଣି ବାହାରୁଛି ଏବଂ ଆଖି ଜଳିଛି l ଏନେଇ ବାରମ୍ବାର ସରପଞ୍ଚ ଙ୍କୁ ଗୁହାରି କଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବା କହିଛନ୍ତି ଗ୍ରାମ ବାସୀ l ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସବୁ ସୁଭିଧା ଜଗାଉ ଥିବା ବେଳେ ଏହି ସ୍କୁଲ ରେ ମିଳୁ ନାହିଁ ରୋଷାଇ ଘର ଓ ପିଇବା ପାଣି ସ୍ମାର୍ଟ ଦୁନିଆଁ ରେ ସ୍ମାର୍ଟ ଶିକ୍ଷ୍ୟା ନାହିଁ ବିଦ୍ୟାଳୟ ରେ ସେହି ସୁଭିଧା ଶୁଣନ୍ତୁ କଣ କହୁଛନ୍ତି ଛାତ୍ର ଛାତ୍ରୀ l



More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l