(ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ଗ୍ରାମ ପଞ୍ଚାୟତ ବୁଡାକାମ୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ ବିଦ୍ୟାଳୟ ରେ ରୋଷେଇ ଗୃହ ନଥିବାରୁ ସ୍କୁଲ ପିଣ୍ଡା ରେ ରୋଷାଇ କରୁଛନ୍ତି ଧୁଆଁ ରେ ସ୍କୁଲ ଘର ଵର୍ତ୍ତି ଛାତ୍ର ଛାତ୍ରୀ ଶିକ୍ଷକ ରହିପାରୁ ନାହାନ୍ତି ଆଖିରେ ପାଣି ବାହାରୁଛି ଏବଂ ଆଖି ଜଳିଛି l ଏନେଇ ବାରମ୍ବାର ସରପଞ୍ଚ ଙ୍କୁ ଗୁହାରି କଲେ ମଧ୍ୟ କାର୍ଯ୍ୟକାରୀ ହେଉ ନଥିବା କହିଛନ୍ତି ଗ୍ରାମ ବାସୀ l ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସବୁ ସୁଭିଧା ଜଗାଉ ଥିବା ବେଳେ ଏହି ସ୍କୁଲ ରେ ମିଳୁ ନାହିଁ ରୋଷାଇ ଘର ଓ ପିଇବା ପାଣି ସ୍ମାର୍ଟ ଦୁନିଆଁ ରେ ସ୍ମାର୍ଟ ଶିକ୍ଷ୍ୟା ନାହିଁ ବିଦ୍ୟାଳୟ ରେ ସେହି ସୁଭିଧା ଶୁଣନ୍ତୁ କଣ କହୁଛନ୍ତି ଛାତ୍ର ଛାତ୍ରୀ l



More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.