ଭୁବନେଶ୍ବର, “ଆମ ଓଡିଶା ଖବର” ସମସ୍ତ ସହର, ଗ୍ରାବାସୀବାସୀ ସତର୍କ ରୁହନ୍ତୁ। ବେବସାୟ ନାଆଁରେ କିଛି ଅଣଓଡିଆ ରୋହିଙ୍ଗା ଲୋକ ଦଳ ହୋଇ ରାସ୍ତା ଏବଂ ଘରେ ଘରେ ମହିଳା ସୁଟ୍, ଗରମ କମ୍ବଳ, ପୋଷାକ, ଚାଦର ଔଷଧ ଏବଂ ବିଭିନ୍ନ ପ୍ରକାରର ଦ୍ରବ୍ୟ ଧରି ବିକ୍ରି କରୁଛନ୍ତି। ଏମାନେ ରୋହିଙ୍ଗା, ବିଦର ଏବଂ ଗୁଲବର୍ଗର ମୁସଲିମ ଜିହାଦୀ ମାନେ। ଏମାନେ ମହିଳାଙ୍କଡ୍ରେସ୍ , ପିଲାଙ୍କ ଡ୍ରେସ ଏବଂ ଚାଦର, ଔଷଧ ଭଳି ବିଭିନ୍ନ ପ୍ରକାରର ଦ୍ରବ୍ୟ ବିକ୍ରି କରିବାର ଅଭିନୟ କରୁଛନ୍ତି। ସେମାନେ ସମସ୍ତେ ଜଣେ ଜଣେ ଠକେଇ ଗ୍ୟାଙ୍ଗଷ୍ଟର। ଏହି ଗ୍ୟାଙ୍ଗ ସଦସ୍ୟମାନେ ଦିନବେଳା ଭ
ବିଭିନ୍ନ ପ୍ରକାରର ଗରମ କମ୍ବଳ କିମ୍ବା ଅନ୍ୟାନ୍ୟ ପୋଷାକ ବିକ୍ରେତା ଭାବରେ ନିଜକୁ ପରିଚୟ ଦେଇ ଶସ୍ତା ସାମଗ୍ରୀ ବିକ୍ରି କରିବା ନାମରେ, କଲୋନୀ ଗୁଡିକରେ, ଗ୍ରାମାଞ୍ଚଳ ଇତ୍ୟାଦି ଘର ଗୁଡ଼ିକର ରେକି କରନ୍ତି ଏବଂ ସୁଯୋଗ ପାଇ ଘରେ ପ୍ରବେଶ କରି ଲୁଟ କରନ୍ତି। ତେଣୁ ସତର୍କ ରୁହନ୍ତୁ। ଜଦି ପାରୁଛନ୍ତି, ଏହି ବାର୍ତ୍ତାକୁ ସମସ୍ତଙ୍କ ସହିତ ସେୟାର କରନ୍ତୁ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ