ବାମରା ତହସିଲଦାର, “ଆମ ଓଡ଼ିଶା ଖବର” ଟପର ହେବା ବୁଦ୍ଧିମାନର କାମ। ଟପର ସୋତନ୍ତ୍ର ସବ୍ଦ, ଦୁର୍ନୀତି ସୋତନ୍ତ୍ର ସବ୍ଦ, ଉଭୟ ସବ୍ଦ ବୁଦ୍ଧିମାନ ଲୋକଙ୍କ ପାଖରେ ମିଳିଥାଏ। ଉଭୟଙ୍କର ରାସ୍ତା ଅଲଗା, କାହା ସହିତ କାହାର ସମ୍ପର୍କ ନାହିଁ। ପାଠ ଭଲ ପଢିଲେ ଟପର ହେଲେ। ବୁଦ୍ଧି ଖଟେଇଲେ ଚୋରିକଲେ। ଚରିତ୍ର ଅନୁଯାୟୀ ଲାଞ୍ଚ ନେଇ ଦୁର୍ନୀତି କଲେ। ଆମ ପାଠ ବ୍ୟବସ୍ଥାରେ ଚରିତ୍ରର କିଛି କାମ ନାହିଁ। ନୀତି ନୈତିକତା ସହ କିଛି ବି ସମ୍ବନ୍ଧ ନାହିଁ। ତେଣୁ ଦୁର୍ନୀତି କର, ଭିଜିଲାନ୍ସ ବାନ୍ଧୁ କମ୍ବା ଗିରଫ କରୁ ସେହି ଶବ୍ଦ ସହ ଟପର ଶବ୍ଦକୁ ଯୋଡ଼ିଲେ ଗୁରୁ ଚଣ୍ଡାଳ ଦୋସ ଲାଗିବ। ସେଥିପାଇଁ ଉଭୟ ସବ୍ଦକୁ ଏକାଠି ଯୋଡିବାର ଆବଶ୍ୟକତା ନାହିଁ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାମରା ତହସିଲଦାର ଟପର ଅଶ୍ବିନୀ ପଣ୍ଡା।


More Stories
ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଟାଙ୍ଗୀ ଅଞ୍ଚଳ ପାଇଁ ଗୈ।ରବ ଆଣିଲେ ରିୟାଂସ
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ