କଳାହାଣ୍ଡି ଜିଲ୍ଲା (ଆମ ଓଡିଶା ଖବର )କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଁଚେର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଅମଠା ଗ୍ରାମ ଠାରେ ଆଜି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚାଞ୍ଚେର ସରପଞ୍ଚ ଶ୍ରୀମତୀ ଅଞ୍ଜୁ କୁମାର ଓ ଦମକଳ ବାହିନୀ ଲେପ୍ଟେଣ୍ଡ ସୁରେଶ ପଟେଲ ,ମେରା ଭାରତ କଳାହାଣ୍ଡି ,ସମ୍ଭୁ ବିଶି ସହିଦ ଭଗତ ସିଂ ଯୁବ ସଂଘ ର ସଭାପତି ଅମିତ୍ ତାଣ୍ଡି ,ଉପ ସଭାପତି ଡୁଲେଶ୍ୱର୍ ଜାନି ଉପସ୍ଥିତ ରହି ଅମଠା ଗ୍ରାମର ସମସ୍ତ ମା ମାନଙ୍କୁ ନେଇଁ ଏଲ, ପି, ଜି, ଗ୍ୟାସ ଓ ନିଆଁ ରୁ କେମିତି ନିଜେ ବଞ୍ଚଵା ଓ ଅନ୍ୟ କୁ ବଞ୍ଚାଇବା ନେଇଁ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲାଏହି କାର୍ଯ୍ୟକ୍ରମ ରେପୂର୍ଣ୍ଣଚନ୍ଦ୍ର,ନାଏକ୍,ଆଦିତ୍ୟ ତାଣ୍ଡି, ଟିଳୁ ନାଏକ, ରମେଶ ନାଏକ ,ଉଜଲ ତାଣ୍ଡି କରନ ତାଣ୍ଡି,ସଫା ବାଗ,ନୀତେଶ ନାଗ,ମିଲନ ନାଏକ,ନିଲେଶ୍ ନାଗ,ହୁର୍ଶି ନାଏକ ,ଯୁଗଳ ତାଣ୍ଡି,ଆକାଶ ତାଣ୍ଡି,ଦିଲୁ ନାଏକ,ବରୁଣ ନାଏକ ,ରେବ ନାଏକ,ଚୁଡ଼ା ନାଏକ,ବୁଲୁ ବାଗ,ସୁଦର୍ ନାଏକ,ଅଲେଖ ନାଏକ ଓ ମଞ୍ଚ ପରିଚାଳନା ଯିରିମ୍ୟ ତାଣ୍ଡି ସହଯୋଗ କରିଥିଲେ।
ରିପୋଟର ପ୍ରସନ୍ନ କୁମାର।


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |