ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ

ବେଗୁନିଆପଡ଼ା (ଆମ ଓଡିଶା ଖବର): ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର କୈଳାସ ଚନ୍ଦ୍ର ସାହୁ ଓ ପବିତ୍ରା ସାହୁଙ୍କ ପୁତ୍ର ହିମାଂଶୁ କୁମାର ସାହୁ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ୫୫୮ ମାର୍କ ରଖ୍ କୃତକାର୍ଯ୍ୟ ହୋଇଛନ୍ତି । ସେ ଖଲ୍ଲିକୋଟ ସ୍ଥିତ ଚାଣକ୍ୟ ଜୁନିଅର ବିଜ୍ଞାନ କଲେଜର ଛାତ୍ର ହୋଇଥିବା ବେଳେ ୬୦୦ ମାର୍କରୁ ୫୫୮ ମାର୍କ ରଖ୍ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ ନେଇ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!