ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ୧୩ ଅକ୍ଟୋବର ସକାଳ ଘଟଣା। ସୁଧାଂଶୁ ଖୁଣ୍ଟିଆ ନାମକ ବାଳକ, ଏମ୍ସ ହସ୍ପିଟାଲର କର୍ମଚାରୀ। ସେହି କର୍ମଚାରୀ ବାଳକକୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ ମାନେ। ଦୁର୍ବୁତ୍ତ ମାନେ ସ୍କୁଟିରେ ଆସି ସୁଧାଂଶୁଙ୍କୁ ଗୁଳିମାଡ଼ କରି ଫେରାର ହୋଇଗଲେ। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ କରିଥିବା ବିଶେଷ ସୂତ୍ରରୁ ସୂଚନ ମିଳିଛି। ସୁଧାଂଶୁ ଏମ୍ସ ହସ୍ପିଟାଲର କର୍ତବ୍ଯ ଶେଷକରି ଘରକୁ ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା। ସୁଯୋଗ ପାଇ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରି ଫେରାର ହୋଇଗଲେ। ଗୁରୁତର ଅବସ୍ଥାରେ ସୁଧାଂଶୁଙ୍କୁ ଏମ୍ସରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.