କଟକ ଜିଲ୍ଲା, “ଆମ ଓଡ଼ିଶା ଖବର” ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଧରି ଡ୍ରାଇଭର କରୁଛି ରାଜୁତି। ବଡ଼ ବାବୁଙ୍କ ଡ୍ରାଇଭରଙ୍କ ବଡ଼ କାରନାମା କଲେ ତାକୁ ଜଗିବ କିଏ।ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ପଦାରେ ପଡିଛି। ନାଲିବତି ଗାଡି, ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ଜାଞ୍ଚ କରୁଥିବାର ସାଧାରଣରେ ଆଲୋଚନା। ତାହାସହିତ ଚାନ୍ଦା ଆଦାୟ କରୁଥିବା ଚର୍ଚ୍ଚାର ବିସୟ। ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏପରି କାଣ୍ଡ ଭିଆଇଥିବା କଥା କୁହା ଯାଇଛି। ଏଠି ପ୍ରଶ୍ନ ଉଠୁଛି ଯେଉଁ ରାଜ୍ଯରେ ଏତେ ତାଗିଦର ବେବସ୍ତା ରହିଛି, ସେଠି ଏଭଳି କାରନାମା କିଭଳି ହେଉଛି, କାହାର ନଜର କେମିତି ପଡୁନି ?
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
କଟକର ପୂର୍ବତନ ଜିଲାପାଳ ଅଲୋଡ଼ା ହୋଇ ପଡିଲେ। ଯାହାଙ୍କର ଉଦ୍ୟୋଗରେ ଗଢି ଉଠିଥିଲା କଟକ ବାଲିଯାତ୍ରା।
ଉତ୍କେଲା ହାଇୱ ଗାଡି ରୁ ଦୁଇ ବେଟାରୀ ଚୋରି।
ଅମ୍ଳାନ ବ୍ୟକ୍ତିତ୍ଵଙ୍କ ସ୍ମୃତି ଚାରଣ ସଭା