ଭୁବନେଶ୍ବର, “ଆମ ଓଡିଶା ଖବର” ବିମାନବନ୍ଦରରୁ ଧରିଲା ସିଆଇଏସଏଫ। ଗିରଫ ପରେ ଦିଲ୍ଲୀ ସିବିଆଇ କୁ ହସ୍ତାନ୍ତର କରାଗଲା। ଦ୍ବିବେନ୍ଦୁଙ୍କୁ ଧରିବା ପାଇଁ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା। ଦ୍ବିବେନ୍ଦୁ ନାରେ ଦିଲ୍ଲୀରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ପୁର୍ବରୁ ରହିଛି। ଗିରଫ ଦ୍ବିବେନ୍ଦୁ କଟକ ବାସିନ୍ଦା ହୋଇଥିବାର ସୂଚନା ରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।