ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ରାଜଧାନୀ ଉପକଣ୍ଠ ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଜଳିଗଲା ଥର୍ ଗାଡି। ରାସ୍ତାକଡ଼ରେ ହୁତୁହୁତୁ ହୋଇ ଜଳିଗଲା ‘ଥର୍’ ବିଶେଷ ସୂଚନାରୁ ଜଣା ପଡିଛି, ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ। ଥର ଗାଡ଼ିରେ କେହି ବସି ନଥିବା ସୂଚନା। ଥର ଗାଡିଟି ଛିଡା ହୋଇଥିବା ସମୟରେ ଏଭଳି ଏକ ଅଘଟଣ ଘଟିଗଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଦେଖଣାହାରୀଙ୍କ କହିବା କଥା ଥର୍ ଗାଡିଟି ଛିଡା ହୋଇଥିଲା, ଅକସ୍ମାତ କିଭଳି ନିଆଁ ଲାଗିଲା କେହି ଜାଣି ପାରିଲେ ନାହିଁ। ସେମାନଙ୍କ କହିବା କଥା ଯାନ୍ତ୍ରିକ ତୃଟିରୁ ଏଭଳି ହୋଇ ପାରିଥାଏ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.