ପର ଲୋକରେ ଧର୍ମେନ୍ଦ୍ର, “ଆମ ଓଡ଼ିଶା ଖବର” ଧର୍ମେନ୍ଦ୍ର ବାର୍ଦ୍ଧକ୍ୟଜନିତ ସମସ୍ୟାରେ ବିଗତ କିଛିଦିନରୁ ପୀଡିତ ଥିଲେ। ଗତ କିଛି ଦିନ ଧରି ଧର୍ମେନ୍ଦ୍ର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ସୋମବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପ୍ରକାଶ ଥାଉକି, ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମୁମ୍ବାଇର ବ୍ରିଚ୍ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଭର୍ତ୍ତି କରା ଯାଇଥିଲା। ଗତ ସପ୍ତାହରେ ମଧ୍ଯ ସ୍ବାସ୍ଥ୍ୟାବସ୍ଥା ଅତ୍ୟଧିକ ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ବଲିଉଡର ଭଟେରାନ ଅଭିନେତା ଧର୍ମେନ୍ଦ୍ର ଡିସେମ୍ବର ୮ ତାରିଖରେ ୯୦ ବର୍ଷ ବୟସରେ ପଦାର୍ପଣ କରିଥିଲେ। ବଲିଉଡ ଜଗତର ଅପୁରଣିୟ କ୍ଷତି। ସିନେମା ଜଗତରେ ଧର୍ମେନ୍ଦ୍ରଙ୍କୁ ଦେଖିବା ସ୍ଵପ୍ନ ହୋଇରହିଗଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।